ପରୀକ୍ଷ Parīksha

  • ଦେ. ବି. (ସଂ. ପରୀକ୍ଷା) — ପରୀକ୍ଷା — Examination
  • ଦେ. ବି. (ସଂ. ପରୀକ୍ଷା) — ପରୀକ୍ଷ ନିମନ୍ତେ କୂଟ କରିଛି ଦମନ୍ତୀ। ପ୍ରାଚୀ, ନଳଚରିତ।
  • ଦେ. ବି. (ସଂ. ପରୀକ୍ଷା) — ଜଳୀୟ ଔଷଧ ସହିତ ଅନୁପାନ ମିଶ୍ରଣ — Mixing of a vehicle with certain liquid medicines
  • ଦେ. ବି. (ସଂ. ପରୀକ୍ଷା) — (ଯଥା—ଏ ପାଚନରେ ମହୁ ପରୀକ୍ଷ ଦେଇ ଖାଇବାକୁ ହେବ।)
  • ଦେ. ବି. (ସଂ. ପରୀକ୍ଷା) — (ସଂ. ପରୀକ୍ଷିତ) ପରୀକ୍ଷିତ ରାଜା — Name of a king
  • ଦେ. ବି. (ସଂ. ପରୀକ୍ଷା) — ଶୁଣ ପରୀକ୍ଷ ନରନାଥ, କୃଷ୍ଣ ଚରିତ ଭାଗବତ। ଜଗନ୍ନାଥ ଭାଗବତ।