ପରୀକ୍ଷା ଦେବା Parīkshyā debā

  • ଦେ. କ୍ରି — ନିଜର ଉପଯୁକ୍ତତାର ପରିଚୟ ଦେବା — To appear at an examination; to undergo a test or ordeal
  • ଦେ. କ୍ରି — କଠିନ ପରୀକ୍ଷା ଦେଲେ ଲଙ୍କାଠାରେ ସତୀ। ନନ୍ଦକିଶୋର, ସୀତା ବନବାସ।