ପରିମେୟ Parimeya

  • ସଂ. ବିଣ.—(ପରି+ମା ଧାତୁ+କର୍ମ. ଯ) — ପରିମାଣ— ଯୋଗ୍ୟ — Measurable
  • ସଂ. ବିଣ.—(ପରି+ମା ଧାତୁ+କର୍ମ. ଯ) — ଗଣନୀୟ — Numberable; calculable
  • ସଂ. ବିଣ.—(ପରି+ମା ଧାତୁ+କର୍ମ. ଯ) — ପରିମିତ; ସୀମାବିଶିଷ୍ଟ; ନିର୍ଦ୍ଦିଷ୍ଟ — Limited; definite
  • ସଂ. ବିଣ.—(ପରି+ମା ଧାତୁ+କର୍ମ. ଯ) — ସଂଯତ — Moderate
  • ସଂ. ବିଣ.—(ପରି+ମା ଧାତୁ+କର୍ମ. ଯ) — ପରିମାଣଯୁକ୍ତ — Measured
  • ସଂ. ବିଣ.—(ପରି+ମା ଧାତୁ+କର୍ମ. ଯ) — ନିର୍ଦ୍ଦିଷ୍ଟ ସଂଖ୍ୟକ — Of definite or limited number