ପରିମୁଖେ Parimukhe

  • ଦେ. କ୍ରି. ବିଣ.—(ସଂ. ପରିମୁଖଂ= ମୁହଁର ଚାରିପାଖେ) — ସମ୍ମୁଖରେ — In front; before
  • ଦେ. କ୍ରି. ବିଣ.—(ସଂ. ପରିମୁଖଂ= ମୁହଁର ଚାରିପାଖେ) — ବ୍ରହ୍ମା ନନ୍ଦନ ପରି ମୁଖେ ପୁଣି ପୁଚ୍ଛିଲା ଆତ୍ମସୁଖେ। ଜଗନ୍ନାଥ—ଭାଗବତ।