ପରିମୁକ୍ତ Parimukta

  • ସଂ. ବିଣ—(ପରି+ ମୁଚ୍ ଧାତୁ= ମୋଚନ କରିବା+ କର୍ମ. ତ) — ପରିତ୍ୟକ୍ତା; ବର୍ଜ୍ଜିତ — Abandoned; shunned
  • ସଂ. ବିଣ—(ପରି+ ମୁଚ୍ ଧାତୁ= ମୋଚନ କରିବା+ କର୍ମ. ତ) — ପୂର୍ଣ୍ଣରୂପେ ମୁକ୍ତ — Fully liberated; freed