ପରିମୁଣ୍ଡା Parimuṇḍā
- ଦେ. ବି. — ଅନ୍ୟ ବ୍ୟକ୍ତି ବା ଦେବତାଙ୍କ ନିକଟରେ ନିଜର ଦୀନତା ପ୍ରକାଶ — Expressing one's humility before a Deity or before another
- ଦେ. ବି. — ଅନ୍ୟକୃତ ଦୋଷ ବା ଅପରାଧକୁ ଆପଣା ଉପରକୁ ନେବା— ପାଇଁ ପ୍ରାର୍ଥନା — Taking the blame for the fault of another on one's head
- ଦେ. ବି. — ମନର ଦୁଃଖ ପ୍ରକାଶ — Giving vent to one's grief or mental anguish