ପରିମୋକ୍ଷ Parimoksha
- ସଂ. ବି.—(ପରି+ମୋକ୍ଷ୍ ଧାତୁ=ମୁକ୍ତ ହେବା+ଭାବ. ଅ) — ପରିତ୍ରାଣ — 1. Deliverance; liberation
- ସଂ. ବି.—(ପରି+ମୋକ୍ଷ୍ ଧାତୁ=ମୁକ୍ତ ହେବା+ଭାବ. ଅ) — ମଳତ୍ୟାଗ — Passing of stools; evacuation
- ସଂ. ବି.—(ପରି+ମୋକ୍ଷ୍ ଧାତୁ=ମୁକ୍ତ ହେବା+ଭାବ. ଅ) — ପରିତ୍ୟାଗ — Abandonment
- ସଂ. ବି.—(ପରି+ମୋକ୍ଷ୍ ଧାତୁ=ମୁକ୍ତ ହେବା+ଭାବ. ଅ) — ମୋକ୍ଷ; ନିର୍ବାଣ — Final beatitude