ପରିଧି Paridhi
- ସଂ. ବି—(ପରି+ଧା ଧାତୁ=ଧରିବା+କର୍ମ. ଇ) — (ଜ୍ୟାମିତି) ବୃତ୍ତର ଚତୁଃ ସୀମାରେ ଥିବା ରେଖା; ବେଢ଼ — (geometry) Circumference of a circle
- ସଂ. ବି—(ପରି+ଧା ଧାତୁ=ଧରିବା+କର୍ମ. ଇ) — ସୂର୍ଯ୍ୟ ବା ଚନ୍ଦ୍ରର ମଣ୍ଡଳ — The disc or orb of the sun & the moon
- ସଂ. ବି—(ପରି+ଧା ଧାତୁ=ଧରିବା+କର୍ମ. ଇ) — ବୃତ୍ତ — Circle
- ସଂ. ବି—(ପରି+ଧା ଧାତୁ=ଧରିବା+କର୍ମ. ଇ) — ପରିବେଷ୍ଟନ — Surrounding
- ସଂ. ବି—(ପରି+ଧା ଧାତୁ=ଧରିବା+କର୍ମ. ଇ) — ଚକ୍ରବାଳ; ଦିଗ୍ବଳୟ — Horizon
- ସଂ. ବି—(ପରି+ଧା ଧାତୁ=ଧରିବା+କର୍ମ. ଇ) — ସୂର୍ଯ୍ୟ ବା ଚନ୍ଦ୍ରର ଚାରି ପାଖରେ ପଡ଼ିବା ବଳୟାକାର ଉଜ୍ଜ୍ୱଳ ରେଖା — A halo or bright circle seen round the sun & the moon
- ସଂ. ବି—(ପରି+ଧା ଧାତୁ=ଧରିବା+କର୍ମ. ଇ) — ସୂର୍ଯ୍ୟ ମଣ୍ଡଳରେ ତ ପଡ଼ିଲା ପରିଧି—କୃଷ୍ଣସିଂହ. ମହାଭାରତ. ବନ।
- ସଂ. ବି—(ପରି+ଧା ଧାତୁ=ଧରିବା+କର୍ମ. ଇ) — ଚକର ପହି — The rim or circumference of a wheel
- ସଂ. ବି—(ପରି+ଧା ଧାତୁ=ଧରିବା+କର୍ମ. ଇ) — ବାଡ଼; ଘେର — Fencing; enclosure. (M.W.)
- ସଂ. ବି—(ପରି+ଧା ଧାତୁ=ଧରିବା+କର୍ମ. ଇ) — ଯଜ୍ଞାଗ୍ନିକୁ ସ୍ୱସ୍ଥାନରେ ରଖିବା ପାଇଁ ଅଗ୍ନିର ଚାରିପାଖେ ସ୍ଥାପିତ 3 ଖଣ୍ଡ ଲମ୍ବ ଡାଳ ବା କାଠି — ଯଜ୍ଞାଗ୍ନିକୁ ସ୍ୱସ୍ଥାନରେ ରଖିବା ପାଇଁ ଅଗ୍ନିର ଚାରିପାଖେ ସ୍ଥାପିତ3ଖଣ୍ଡ ଲମ୍ବ ଡାଳ ବା କାଠି—6. The three fresh sticks laid round a sacrificial fire to keep it together. (M.W.)
- ସଂ. ବି—(ପରି+ଧା ଧାତୁ=ଧରିବା+କର୍ମ. ଇ) — [ଦ୍ର—ଏ ତିନି ଖଣ୍ଡ କାଠିକୁ ଯଥାକ୍ରମେ ମଧ୍ୟମ ଦକ୍ଷିଣ ଓ ଉତ୍ତର ପରିଧି ବୋଲାଯାଏ — M.W.]
- ସଂ. ବି—(ପରି+ଧା ଧାତୁ=ଧରିବା+କର୍ମ. ଇ) — (ପୃଥିବୀର ସ୍ଥଳଭାଗକୁ ବେଢ଼ି ଥିବାରୁ) ସମୁଦ୍ର — The ocean