ପରିଧୂପନ Paridhūpana
- ସଂ. ବି—(ପରି=ଚାରିଆଡ଼େ+ଧୂପି ଧାତୁ=ଧୂଆଁ ଦେବା+ ଭାବ. ଅନ) — ଚାରିଆଡ଼େ ଧୂଆଁ ଦେବା — Fumigation
- ସଂ. ବି—(ପରି=ଚାରିଆଡ଼େ+ଧୂପି ଧାତୁ=ଧୂଆଁ ଦେବା+ ଭାବ. ଅନ) — ସୁଶ୍ରୂତ ଅନୁସାରେ ତୃଷ୍ଣା ରୋଗର ଏକ ଉପଦ୍ରବ। ଯହିଁରେ ବିଶେଷ ପ୍ରକାରର ବମନୋଦ୍ବେଗ ହୁଏ (ହି. ଶ.) — A violent symptom of vomiting in a disease attended with extreme thirst