ପରିଧିସ୍ଥ Paridhistha
- ସଂ. ବି—(ପରିଧି+ସ୍ଥା ଧାତୁ=ରହିବା; କର୍ତ୍ତୃ. ଅ; ପରିଧିରେ ଅବସ୍ଥିତ) — ଶରୀର ରକ୍ଷକ; ଭୃତ୍ୟ — Bodyguard
- ସଂ. ବି—(ପରିଧି+ସ୍ଥା ଧାତୁ=ରହିବା; କର୍ତ୍ତୃ. ଅ; ପରିଧିରେ ଅବସ୍ଥିତ) — ଯୁଦ୍ଧରେ ରଥ ଓ ରଥୀକୁ ରକ୍ଷା କରିବା ପାଇଁ ସ୍ଥାପିତ ପ୍ରହରୀ (ହି. ଶ.) — A guard posted to keep watch on the chariot & the charioteer
- ସଂ. ବି—(ପରିଧି+ସ୍ଥା ଧାତୁ=ରହିବା; କର୍ତ୍ତୃ. ଅ; ପରିଧିରେ ଅବସ୍ଥିତ) — ମୋସାହେବ (ଜ୍ଞାନେନ୍ଦ୍ର) — A hanger on; a toady
- ସଂ. ବିଣ — ପରିବେଷ୍ଟନକାରୀ — Surrounding
- ସଂ. ବିଣ — ଚତୁଃପାର୍ଶ୍ୱସ୍ଥ — Situated on the four sides