ପରିଧାପନ Paridhāpana

  • ସଂ. ବି. (ପରି+ଧାପି ଧାତୁ=ପିନ୍ଧାଇବା; ଧୋଇବା ଇତ୍ୟାଦି +କର୍ମ. ଅନ) — ପରିଧାନ ବସ୍ତ୍ର — A cloth used for wearing
  • ସଂ. ବି. (ପରି+ଧାପି ଧାତୁ=ପିନ୍ଧାଇବା; ଧୋଇବା ଇତ୍ୟାଦି +କର୍ମ. ଅନ) — (ପରି+ଧାପି ଧାତୁ+ଭାବ. ଅନ) ଲୁଗା ପିନ୍ଧାଇବା — Causing to put on; dressing up another person