ପରିଧାୟକ Paridhāyaka
- ସଂ. ବିଣ. ପୁଂ. (ପରି+ଧା ଧାତୁ+କର୍ତ୍ତୃ. ଅକ) — ଚାରିଆଡ଼େ ଘେରିଥିବା — Surrounding
- ସଂ. ବିଣ. ପୁଂ. (ପରି+ଧା ଧାତୁ+କର୍ତ୍ତୃ. ଅକ) — କୌଣସି ବସ୍ତୁକୁ ଗୁଡ଼ାଇଥିବା — Winding
- ସଂ. ବି — ବାଡ଼ (ହି. ଶ.) — Fencing; enclosure
- ସଂ. ବି — ଛଡ଼ଦେବାଲୀ (ହି. ଶ.); ହତା — Compound wall