ପରାମୃତ Parāmṛuta

  • ସଂ. ବିଣ. (ପରା+ମୃତ) — ମୃତ୍ୟୁ ଆଦିର ବନ୍ଧନରୁ ମୁକ୍ତ (ହି. ଶ.) — Released from the bond of death etc
  • ସଂ. ବି. (ପର=ଅତ୍ୟୁତ୍ତମ+ଅମୃତ) — ବୃଷ୍ଟି (ହି. ଶ) — Raining