ପରାୟ Parāya
- ଦେ. ଅ—(ସଂ. ପ୍ରାୟ) — ପ୍ରାୟ; ପରାଏ; ପ୍ରାୟେ; ତୁଲ୍ୟ — Like; similar to
- ଦେ. ଅ—(ସଂ. ପ୍ରାୟ) — ଡୋଳା ପ୍ରତିମାକୁ ପରାୟେ ତୁମ୍ଭଙ୍କୁ ଯଶୋଦା ଅଛନ୍ତି ପାଳି— କବିସୂର୍ଯ୍ୟ, କିଶୋରୀ ଚମ୍ପୂ ଢ ଗୀତ।
- ଦେ. ଅ—(ସଂ. ପ୍ରାୟ) — ପ୍ରକାରେ; ଅନୁସାରେ — According to
- ଦେ. ଅ—(ସଂ. ପ୍ରାୟ) — ଗଣି ଆସି କହିଲେ କହିବା ପରାୟେ—କୃଷ୍ଣସିଂହ, ମହାଭାରତ, ବନ।
- ଦେ. ବିଣ — ତୁଲ୍ୟ; ସମ — Similar
- ଦେ. ବିଣ — ଚିତ୍ରକାରର ପଟ ପରାୟେ ପ୍ରତ୍ୟକ୍ଷେ ଦିଶେ, ଦୀନକୃଷ୍ଣ. ରସକଲ୍ଲୋଳ।