ପରାମୃଷ୍ଟ Parāmṛushṭa
- ସଂ. ବିଣ.—(ପରା+ମୃଶ୍ ଧାତୁ+କର୍ମ. ତ) — ସମ୍ୟକ ବିବେଚିତ; ବିଚାରିତ — Well considered
- ସଂ. ବିଣ.—(ପରା+ମୃଶ୍ ଧାତୁ+କର୍ମ. ତ) — ସ୍ପୃଷ୍ଟ — Touched
- ସଂ. ବିଣ.—(ପରା+ମୃଶ୍ ଧାତୁ+କର୍ମ. ତ) — ନିର୍ଣ୍ଣୀତ — Ascertained
- ସଂ. ବିଣ.—(ପରା+ମୃଶ୍ ଧାତୁ+କର୍ମ. ତ) — ଯତ୍ସମ୍ବନ୍ଧେ ମନ୍ତ୍ରଣା କରାଯାଇଅଛି — Consulted
- ସଂ. ବିଣ.—(ପରା+ମୃଶ୍ ଧାତୁ+କର୍ମ. ତ) — ଧୃତ — Seized
- ସଂ. ବିଣ.—(ପରା+ମୃଶ୍ ଧାତୁ+କର୍ମ. ତ) — ଅବମାନିତ — Insulted
- ସଂ. ବିଣ.—(ପରା+ମୃଶ୍ ଧାତୁ+କର୍ମ. ତ) — ଧର୍ଷିତ — Violated; ravished
- ସଂ. ବିଣ.—(ପରା+ମୃଶ୍ ଧାତୁ+କର୍ମ. ତ) — ପୀଡ଼ିତ — Attacked with disease