ପରାମର୍ଶ କରିବା Parāmarṡa karibā

  • ଦେ. ବି — ବିଚାର କରିବା; ମନ୍ତ୍ରଣା କରିବା — To consult; to hold consultation
  • ଦେ. ବି — (ନିଶ ଆଦି) ଆଉଁସିବା — 1. To stroke; to caress
  • ଦେ. ବି — (ଯଥା—ସଙ୍ଗେ ସଙ୍ଗେ ମୁକ୍ତଶିଖା ପରାମର୍ଶ କରି ହଠାତ୍ ଚାଣକ୍ୟ ରଙ୍ଗମଞ୍ଚରେ ଦେଖା ଦେଲେ ଏବଂ ଅଭିନୟର ସୂତ୍ରପାତ ହେଲା। ମୃତ୍ୟୁଞ୍ଜୟ. ମୁଦ୍ରା ରାକ୍ଷସ ନାଟକ।)