ପରାୟଣ Parāyaṇa

  • ସଂ. ବିଣ. ପୁଂ. (ବହୁବ୍ରୀହି; ପର=ଏକମାତ୍ର+ଅୟନ= ଆସକ୍ତି, ସ୍ଥାନ) — ସମ୍ପୂର୍ଣ୍ଣରୂପେ କୌଣସି ବିଷୟରେ ଲାଗିଥିବା — Wholly occupied with any matter
  • ସଂ. ବିଣ. ପୁଂ. (ବହୁବ୍ରୀହି; ପର=ଏକମାତ୍ର+ଅୟନ= ଆସକ୍ତି, ସ୍ଥାନ) — [ପରାୟଣତା—ବି]
  • ସଂ. ବିଣ. ପୁଂ. (ବହୁବ୍ରୀହି; ପର=ଏକମାତ୍ର+ଅୟନ= ଆସକ୍ତି, ସ୍ଥାନ) — ଅତି ଅନୁରକ୍ତ, ଏକାନ୍ତ ଆସକ୍ତ; ଅନୁରକ୍ତ, ଏକନିଷ୍ଠ — Devotedly attached to; devoted to
  • ସଂ. ବିଣ. ପୁଂ. (ବହୁବ୍ରୀହି; ପର=ଏକମାତ୍ର+ଅୟନ= ଆସକ୍ତି, ସ୍ଥାନ) — ସେବା କରିବାକୁ ତତ୍ପର ବା ଉତ୍ସୃଷ୍ଟ — Dedicated to the service of; ready to serve the cause of
  • ସଂ. ବିଣ. ପୁଂ. (ବହୁବ୍ରୀହି; ପର=ଏକମାତ୍ର+ଅୟନ= ଆସକ୍ତି, ସ୍ଥାନ) — ଅଭୀଷ୍ଟ — Wished for; desired
  • ସଂ. ବିଣ. ପୁଂ. (ବହୁବ୍ରୀହି; ପର=ଏକମାତ୍ର+ଅୟନ= ଆସକ୍ତି, ସ୍ଥାନ) — [ଦ୍ର—ଏହା ଅନ୍ୟ ବିଶେଷ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ। ଯଥା— ଧର୍ମପରାୟଣ, ସେବାପରାୟଣ, ଉଦାରପରାୟଣ, ଇନ୍ଦ୍ରିୟପରାୟଣ, ଈଶ୍ୱରପରାୟଣ, କର୍ତ୍ତବ୍ୟପରାୟଣ।]
  • ସଂ. ବି—(କର୍ମଧା; ପର=ଉତ୍ତମ+ଅୟନ=ଆଶ୍ରୟ) — ଉତ୍ତମ ଅବଲମ୍ବନ — Good support
  • ସଂ. ବି—(କର୍ମଧା; ପର=ଉତ୍ତମ+ଅୟନ=ଆଶ୍ରୟ) — ସର୍ବୋଚ୍ଚ ଅବସ୍ଥା — Highest stage
  • ସଂ. ବି—(କର୍ମଧା; ପର=ଉତ୍ତମ+ଅୟନ=ଆଶ୍ରୟ) — ଚରମ ଆଶ୍ରୟ; ଶେଷ ଅବଲମ୍ବନ — Ultimate resort
  • ସଂ. ବି—(କର୍ମଧା; ପର=ଉତ୍ତମ+ଅୟନ=ଆଶ୍ରୟ) — ପୃଥିବୀରେ ଅଛନ୍ତି ଯେତେ ନରରାଣ ତାଙ୍କର ତୁମ୍ଭେ ତ ଅଟ ପରାୟଣ—କୃଷ୍ଣସିଂହ, ମହାଭାରତ, ଆଦି
  • ସଂ. ବି—(କର୍ମଧା; ପର=ଉତ୍ତମ+ଅୟନ=ଆଶ୍ରୟ) — ( 6 ଷ୍ଠୀ ତତ୍; ପର=ସଂସାର+ଅୟନ=ଆଶ୍ରୟ)— ନାରାୟଣ; ଭଗବାନ — (6ଷ୍ଠୀ ତତ୍; ପର=ସଂସାର+ଅୟନ=ଆଶ୍ରୟ)— ନାରାୟଣ; ଭଗବାନ—. God