ପରାଭୂତ Parābhūta
- ସଂ. ବିଣ. ପୁଂ. (ପରା+ଭୂ ଧାତୁ+କର୍ମ. ତ) — ପରାଜିତ — Defeated; vanished
- ସଂ. ବିଣ. ପୁଂ. (ପରା+ଭୂ ଧାତୁ+କର୍ମ. ତ) — ନିନ୍ଦିତ — Blamed
- ସଂ. ବିଣ. ପୁଂ. (ପରା+ଭୂ ଧାତୁ+କର୍ମ. ତ) — ତିରସ୍କୃତ — Censured
- ସଂ. ବିଣ. ପୁଂ. (ପରା+ଭୂ ଧାତୁ+କର୍ମ. ତ) — ଅତିକ୍ରାନ୍ତ — Surpassed; overcome
- ସଂ. ବିଣ. ପୁଂ. (ପରା+ଭୂ ଧାତୁ+କର୍ମ. ତ) — ବିନଷ୍ଟ — Perished; ruined
- ସଂ. ବିଣ. ପୁଂ. (ପରା+ଭୂ ଧାତୁ+କର୍ମ. ତ) — ଅବମାନିତ — Humiliated; degraded; humbled
- ସଂ. ବିଣ. ପୁଂ. (ପରା+ଭୂ ଧାତୁ+କର୍ମ. ତ) — କଷ୍ଟ ପ୍ରାପ୍ତ — Forlorn (M.W.)