ପରାଭବ Parābhaba
- ସଂ. ବି. (ପରା=ନିନ୍ଦିତ+ଭୂ ଧାତୁ=ହେବା+ଭାବ. ଅ) — ତିରସ୍କାର — Rebuke
- ସଂ. ବି. (ପରା=ନିନ୍ଦିତ+ଭୂ ଧାତୁ=ହେବା+ଭାବ. ଅ) — ପରାଜୟ — Defeat; overthrow
- ସଂ. ବି. (ପରା=ନିନ୍ଦିତ+ଭୂ ଧାତୁ=ହେବା+ଭାବ. ଅ) — ତାହାଙ୍କୁ ସହଦେବ ଦେଇ ପରାଭବ। କୃଷ୍ଣସିଂହ, ମହାଭାରତ, ସଭା।
- ସଂ. ବି. (ପରା=ନିନ୍ଦିତ+ଭୂ ଧାତୁ=ହେବା+ଭାବ. ଅ) — ବିନାଶ — Destruction; ruin; dissolution
- ସଂ. ବି. (ପରା=ନିନ୍ଦିତ+ଭୂ ଧାତୁ=ହେବା+ଭାବ. ଅ) — ଧର୍ମ ମୋ ଯେବେ ସତ ହେବ ଏଟି ପାଇବେ ପରାଭବ। ଭୂପତି. ପ୍ରେମପଞ୍ଚାମୃତ।
- ସଂ. ବି. (ପରା=ନିନ୍ଦିତ+ଭୂ ଧାତୁ=ହେବା+ଭାବ. ଅ) — ବିଫଳତ୍ୱ — The state of being ineffectual
- ସଂ. ବି. (ପରା=ନିନ୍ଦିତ+ଭୂ ଧାତୁ=ହେବା+ଭାବ. ଅ) — ଅତିକ୍ରମ — Surpassing
- ସଂ. ବି. (ପରା=ନିନ୍ଦିତ+ଭୂ ଧାତୁ=ହେବା+ଭାବ. ଅ) — ଅଦୃଶ୍ୟ ହେବା; ଅନ୍ତର୍ଧାନ — Vanishing; disappearance (M.W.)
- ସଂ. ବି. (ପରା=ନିନ୍ଦିତ+ଭୂ ଧାତୁ=ହେବା+ଭାବ. ଅ) — ବିଚ୍ଛେଦ — Separation (M.W.)
- ସଂ. ବି. (ପରା=ନିନ୍ଦିତ+ଭୂ ଧାତୁ=ହେବା+ଭାବ. ଅ) — ଅବମାନନ; ସମ୍ମାନଧ୍ୱଂସ — Humiliation; mortification (M.W.)
- ସଂ. ବି. (ପରା=ନିନ୍ଦିତ+ଭୂ ଧାତୁ=ହେବା+ଭାବ. ଅ) — ଛାଡ଼ି ଅବା ଗଲେ କୃଷ୍ଣ ସେହି ପରାଭବେ। କେଶବକୋଇଲି।
- ସଂ. ବି. (ପରା=ନିନ୍ଦିତ+ଭୂ ଧାତୁ=ହେବା+ଭାବ. ଅ) — ଘୃଣା — Contempt (M.W.)