ପରାବ୍ୟାଧ Parābyādha

  • ସଂ. ବି. (ପରା+ବିଧ୍ ଧାତୁ+ଭାବ. ଅ) — କୌଣସି ଟେକା ବା ଯନ୍ତ୍ରରୁ ନିକ୍ଷିପ୍ତ ଗୁଳାଆଦି ଆଘାତ କରିବାର ଶେଷସୀମା — A stone's throw; the range of any missile. (M.W.)