ପରାଭୂତି Parābhūti

  • ସଂ. ବି. (ପରା+ଭୂ ଧାତୁ+ଭାବ. ତି) — ପରାଭବ (ଦେଖ) — Parābhaba (See)
  • ସଂ. ବି. (ପରା+ଭୂ ଧାତୁ+ଭାବ. ତି) — ଅବା ତା ପଥେ ଯିବା, ଜାଣି କଳପି ଥିବା, ତା ପଛେ ଯେତେ ପରାଭୂତି କିରେ। କବିସୂର୍ଯ୍ୟ. ସଙ୍ଗୀତ।