ପରଚଣ୍ଡ Parachaṇṇa

  • ଗ୍ରା. (ପଦ୍ୟ) ବିଣ — ପ୍ରଚଣ୍ଡ (ଦେଖ) — Prachaṇḍa (See)
  • ଗ୍ରା. (ପଦ୍ୟ) ବିଣ — ଏହା ଶୁଣୁ ଶୁଣୁ ଯେ ବଳ ପରଚଣ୍ଡେ ବାମଦେବ ଋଷିଙ୍କି ବିନ୍ଧିଲେକ କାଣ୍ଡେ—କୃଷ୍ଣସିଂହ. ମହାଭାରତ, ବନ।