ପରଚଣ୍ଡା Parachaṇḍā

  • ଗ୍ରା. (ପଦ୍ୟ) ବିଣ — ପ୍ରଚଣ୍ଡ (ଦେଖ) — Parachaṇḍa (See)
  • ଗ୍ରା. (ପଦ୍ୟ) ବିଣ — ଅନିରୁଦ୍ଧ ବୀର ତ ଯୁଦ୍ଧେ ପରଚଣ୍ଡା ହାଣିବେ ଶତ୍ରୁ ସୈନ୍ୟ ଧରି ଫରି ଖଣ୍ଡା—କୃଷ୍ଣସିଂହ. ମହାଭାରତ. ବନ।