ପରଚରିବା Paracharibā

  • ଗ୍ରା. (ପଦ୍ୟ) କ୍ରି.—(ସଂ. ପ୍ରଚାର) — ପ୍ରଚରିବା; ହେବା; ଘଟିବା — To come into existence
  • ଗ୍ରା. (ପଦ୍ୟ) କ୍ରି.—(ସଂ. ପ୍ରଚାର) — ବର୍ଣ୍ଣନ୍ତେ ଏରୂପେ ସ୍ୱରଭଙ୍ଗ ପରଚରେ—ଭଞ୍ଜ. ବୈଦେହୀଶବିଳସ।