ପରଘର ବୁଡ଼ା Paraghara buṟḍ̠ā

  • ଦେ. ବିଣ. ପୁଂ — ଯେ ଅନ୍ୟ ବ୍ୟକ୍ତିର ସର୍ବନାଶ ଘଟାଏ — Bringing about ruin to another's family
  • ଦେ. ବିଣ. ପୁଂ — ଯେ ଅନ୍ୟ ବ୍ୟକ୍ତିର ପରିବାର ନାମରେ କଳଙ୍କ ରଟନା ବା ଦୋଷାରୋପ କରେ — Publishing scandals regarding another's family; scadal- monger