ପନ୍ଦାଡ଼ Pandāṟḍ̠a

  • ଦେ. ବି — ପନ୍ତାଡ଼ (ଦେଖ) — Pantāṟḍ̠a (See)
  • ଦେ. ବି — ଘରର ହାତିଅନ୍ଧ ତଳେ ଥିବା ପାଆ— ଭାଗ ବା ପିଣ୍ଡାର ଶେଷଭାଗ — The end of the veranda under the gable of a thatched house
  • ଦେ. ବି — ଘରର ଚାଳର ଗୋଟିଏ ପାଖ — One half of the thatch of a house
  • ଦେ. ବି — ଘରର ଓଳି — Eaves of a thatch
  • ଦେ. ବି — ଓଳିତଳ — The ground below the eaves of a thatched house