ପନ୍ଦରା Pandara

  • ଦେ. ବି — ପନ୍ଦାଡ଼ (ଦେଖ) — Pandāṟḍ̠a (See)
  • ପ୍ରାଦେ. (ଗଞ୍ଜାମ) ବି — ପନି ପରିବା ବ୍ୟବସାୟୀ ନୀଚ ଶୂଦ୍ରଜାତି ବିଶେଷ — Name of a low caste dealing in the kitchen vegetables
  • ପ୍ରାଦେ. (ଗଞ୍ଜାମ) ବି — [ଦ୍ର—ପ୍ରବାଦ ଅଛି ଯେ ଓଳିତଳେ (ପନ୍ଦାଡ଼ରେ) ପଡ଼ିଥିବା ଗୋଟିଏ ଅଜ୍ଞାତ ପିତୃମାତୃକ ଶିଶୁ ଏ ଜାତିର ପୂର୍ବପୁରୁଷ । ]