ପନ୍ଥେଈ ଗାଡ଼ Pantheī gāṟḍ̠a
- ଦେ. ବି — ପୁଷ ମାସରେ ସନ୍ଧ୍ୟାପରେ ପନ୍ଥେଇ ଠାକୁରାଣୀଙ୍କୁ ପୂଜା କରିବା ନିମନ୍ତେ ଦାଣ୍ଡ ମଝିରେ ଖୋଳା ଯାଇ ଲିପା ପୋଛା ହୋଇଥିବା ଗର୍ତ୍ତ — Hole dug on the village road for the worship of Pantheī
- ଦେ. ବି — [ଦ୍ର—ଏହି ଗାତରେ ଖଣ୍ଡିଏ ପଥର ବା ମାଟି ବା ବାଲିଗୁଡ଼ିଏ ଥୋଇ ତାକୁ ପନ୍ଥେଈ ଠାକୁରାଣୀ କଳ୍ପନା କରି ପୂଜା କରାଯାଏ। ଏହି ଠାକୁରାଣୀ ସବୁଦିନେ ସେଠାରେ ଥାଆନ୍ତି, ମାତ୍ର ପୁଷମାସରେ କେବଳ ପୂଜା ପାଆନ୍ତି।]