ପନ୍ନଗ Pannaga

  • ସଂ. ବି. ପୁଂ (ପନ୍ନ= ପତିତ+ଗମ୍ ଧାତୁ+କର୍ତ୍ତୃ. ଅ; ଯେ ଭୂମିରେ ପଡ଼ି ପଡ଼ି ଗମନ କରେ; କିମ୍ବା ପଦ୍=ପାଦ+ନ= ନାହିଁ+ଗମ୍ ଧାତୁ+କର୍ତ୍ତୃ. ଅ; ପାଦ ନାହିଁ ଅଥଚ ଗମନ କରୁଥିବାରୁ) — ସର୍ପ — Serpent
  • ସଂ. ବି. ପୁଂ (ପନ୍ନ= ପତିତ+ଗମ୍ ଧାତୁ+କର୍ତ୍ତୃ. ଅ; ଯେ ଭୂମିରେ ପଡ଼ି ପଡ଼ି ଗମନ କରେ; କିମ୍ବା ପଦ୍=ପାଦ+ନ= ନାହିଁ+ଗମ୍ ଧାତୁ+କର୍ତ୍ତୃ. ଅ; ପାଦ ନାହିଁ ଅଥଚ ଗମନ କରୁଥିବାରୁ) — ସୀସା — Lead (metal)
  • ସଂ. ବି. ପୁଂ (ପନ୍ନ= ପତିତ+ଗମ୍ ଧାତୁ+କର୍ତ୍ତୃ. ଅ; ଯେ ଭୂମିରେ ପଡ଼ି ପଡ଼ି ଗମନ କରେ; କିମ୍ବା ପଦ୍=ପାଦ+ନ= ନାହିଁ+ଗମ୍ ଧାତୁ+କର୍ତ୍ତୃ. ଅ; ପାଦ ନାହିଁ ଅଥଚ ଗମନ କରୁଥିବାରୁ) — ପଦ୍ମ କାଷ୍ଠ — A kind of fragrant wood