ପନ୍ଦର Pandara
- ଦେ. ବି ଓ ବିଣ. (ସଂଖ୍ୟାବାଚକ ସଂ. ପଞ୍ଚଦଶ; ପ୍ରା. ପଣରହ ପାଲୀ. ପଣ୍ଣରହ) — ପଞ୍ଚଦଶ — 15; fifteen
- ଦେ. ବି — ବଜ୍ର — Thunderbolt
- ଦେ. ବି — ମନ୍ଦର ବେନି ମୋ ଘରରେ ଥିବାରୁ ପନ୍ଦର ପଡ଼ିଲା ଶିରେ— ଭଞ୍ଜ. ଲାବଣ୍ୟନିଧି ।
- ସଂ. ବି — ବିଷ୍ଣୁ ପୁରାଣୋକ୍ତ ପର୍ବତବିଶେଷ — Name of a mythological mountain. (M.W.)