ପତ୍ତନ Pattana
- ସଂ. ବି. (ପଦ୍ ଧାତୁ=ଗମନ କରିବା+କର୍ମ. ତନ) — ନଗର — City
- ସଂ. ବି. (ପଦ୍ ଧାତୁ=ଗମନ କରିବା+କର୍ମ. ତନ) — ଗ୍ରାମ; ପଟଣା — Village; hamlet
- ସଂ. ବି. (ପଦ୍ ଧାତୁ=ଗମନ କରିବା+କର୍ମ. ତନ) — ବିଚେତନ ପତନ ଯୋଦ୍ଧା ଚେତୁଁ ପତ୍ତନ—ବାହାଡ଼ୁକୁ ଆଦରି ସେ। ଭଞ୍ଜ .ବୈଦେହୀଶବିଳାସ।
- ସଂ. ବି. (ପଦ୍ ଧାତୁ=ଗମନ କରିବା+କର୍ମ. ତନ) — ମୃଦଙ୍ଗ — A drum of earth
- ସଂ. ବି. (ପଦ୍ ଧାତୁ=ଗମନ କରିବା+କର୍ମ. ତନ) — ମୂଳଦୁଆ (ଜ୍ଞାନେନ୍ଦ୍ର) — Foundation
- ସଂ. ବି. (ପଦ୍ ଧାତୁ=ଗମନ କରିବା+କର୍ମ. ତନ) — ସୂତ୍ରପାତ; ଆରମ୍ଭ (ଜ୍ଞାନେନ୍ଦ୍ର) — Beginning
- ସଂ. ବି. (ପଦ୍ ଧାତୁ=ଗମନ କରିବା+କର୍ମ. ତନ) — ଉପନିବେଶ (ଜ୍ଞାନେଦ୍ର) — Colony
- ଦେ. ବି — ପତନ; ସମତଳ — Level
- ଦେ. ବି — ମୂଳୁଦୂଆ ପକାଇବା — Laying the foundation