ପତ୍ତନି Pattani
- ପ୍ରାଦେ. (ମେଦିନୀପୁର) ବି. (ସଂ. ପତ୍ତନ=ଗ୍ରାମ; ବଂ. ପତ୍ତନୀ) — ଏକପ୍ରକାର ମକଦମୀ ମଧ୍ୟ ସ୍ୱତ୍ୱ — The Pattni tenure in Bengal; a kind of middleman's tenure
- ପ୍ରାଦେ. (ମେଦିନୀପୁର) ବି. (ସଂ. ପତ୍ତନ=ଗ୍ରାମ; ବଂ. ପତ୍ତନୀ) — [ଦ୍ର— 1 ମ ପତ୍ତନିର ଅଧୀନ ମଧ୍ୟସ୍ୱତ୍ୱକୁ ଦରପତ୍ତନି ଓ ତନ୍ନିମ୍ନସ୍ଥ ସ୍ୱତ୍ତ୍ୱକୁ ସେପତ୍ତନି ବୋଲାଯାଏ।] — [ଦ୍ର—1ମ ପତ୍ତନିର ଅଧୀନ ମଧ୍ୟସ୍ୱତ୍ୱକୁ ଦରପତ୍ତନି ଓ ତନ୍ନିମ୍ନସ୍ଥ ସ୍ୱତ୍ତ୍ୱକୁ ସେପତ୍ତନି ବୋଲାଯାଏ]