ପତ୍ତି Patti

  • ସଂ. ବି. (ପଦ୍ ଧାତୁ=ଗମନ କରିବା+ଭାବ. ତି) — ଗମନ; ଗତି — Motion
  • ସଂ. ବି. (ପଦ୍ ଧାତୁ=ଗମନ କରିବା+ଭାବ. ତି) — (+କର୍ତ୍ତୃ. ତି) ବୀର — Hero
  • ସଂ. ବି. (ପଦ୍ ଧାତୁ=ଗମନ କରିବା+ଭାବ. ତି) — ପଦାତିକ; ସୈନ୍ୟ — Infantry; foot soldier
  • ସଂ. ବି. (ପଦ୍ ଧାତୁ=ଗମନ କରିବା+ଭାବ. ତି) — ପେଷି ହୋଇ ଗଲେ ପତ୍ତି ଅଶ୍ୱେ, ଅଶ୍ୱ ରଥେ। ରାଧାନାଥ, ମହାଯାତ୍ରା ।
  • ସଂ. ବି. (ପଦ୍ ଧାତୁ=ଗମନ କରିବା+ଭାବ. ତି) — ଯୋଦ୍ଧା — Warrior
  • ସଂ. ବି. (ପଦ୍ ଧାତୁ=ଗମନ କରିବା+ଭାବ. ତି) — 1 ହସ୍ତୀ, 1 ରଥ, 3 ଅଶ୍ୱ, 5 ପଦାତିକ ସମନ୍ୱିତ ସେନା — 1ହସ୍ତୀ,1ରଥ,3ଅଶ୍ୱ,ପଦାତିକ ସମନ୍ୱିତ ସେନା— . A detachment of army consisting of one elephant, one car, three horses and five footmen
  • ସଂ. ବି. (ପଦ୍ ଧାତୁ=ଗମନ କରିବା+ଭାବ. ତି) — 55 ଜଣ ପଦାତିକ — 55ଜଣ ପଦାତିକ—. 55 foot-soldiers
  • ସଂ. ବି. (ପଦ୍ ଧାତୁ=ଗମନ କରିବା+ଭାବ. ତି) — ପଞ୍ଚାବନ ପଦାନ୍ତିରେ ହୁଅଇ ପତ୍ତି। କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ।