ପତେଇବା Pateibā
- ଦେ. କ୍ରି. (ସଂ. ପାତି ଧାତୁ) — ପାତିତ କରିବା — To lay down
- ଦେ. କ୍ରି. (ସଂ. ପାତି ଧାତୁ) — (କର) ପ୍ରସାରିତ କରିବା; ବଢ଼ାଇବା — To extend
- ଦେ. କ୍ରି. (ସଂ. ପାତି ଧାତୁ) — ବନ୍ଧ କଅଧରୀ କନ୍ଦକ ପିଙ୍ଗି କଚ ପତାଇ। ରାଧାନାଥ. ଚନ୍ଦ୍ରଭାଗା ।
- ଦେ. କ୍ରି. (ସଂ. ପାତି ଧାତୁ) — ଆଘାତ ଅପେକ୍ଷାରେ ମୁଣ୍ଡକୁ ରବା ଶରୀରର କୌଣସି ଅଙ୍ଗକୁ ଦେଖାଇବା; ଆଡ଼ବା — 2. To show one's head or other limb ready to receive a blow
- ଦେ. କ୍ରି. (ସଂ. ପାତି ଧାତୁ) — (ସଂ. ପ୍ରତ୍ୟୟ) ପ୍ରତ୍ୟୟ କରିବା; ବିଶ୍ୱାସ କରିବା — To be confident; to trust
- ଦେ. କ୍ରି. (ସଂ. ପାତି ଧାତୁ) — (ଯଥା—ଏଡ଼େ ବଡ଼ କାମ କରିବାକୁ ମୋ ଛାତି ପତାଉ ନାହିଁ। ଛାତି ପତାଇବା=ମନରେ ସାହସ ହେବା)