ପତିଆରା Patiārā
- ଦେ. ବି. (ସଂ. ପ୍ରତ୍ୟୟ; ପ୍ରା. ପତ୍ତୟ) — ବିଶ୍ୱାସ; ଆସ୍ଥା — Confidence; trust; reliance; faith
- ଦେ. ବି. (ସଂ. ପ୍ରତ୍ୟୟ; ପ୍ରା. ପତ୍ତୟ) — ପତିଆରା ଯେବେ ନୋହୁଛି ତୁମ୍ଭର ତମସୁକ ରଖ ହେଲେ। ଭିକାରୀ, ସାଆନ୍ତିଆ ବାହା।
- ଦେ. ବି. (ସଂ. ପ୍ରତ୍ୟୟ; ପ୍ରା. ପତ୍ତୟ) — ଜାମିନ୍; ପ୍ରତିଭୂ — Surety; security
- ଦେ. ବି. (ସଂ. ପ୍ରତ୍ୟୟ; ପ୍ରା. ପତ୍ତୟ) — ଖାତିର୍; ବ୍ୟବସାୟଗତ ସୁନାମ — Credit in business; good will
- ଦେ. ବିଣ. — ବିଶ୍ୱସ୍ତ — Trust worthy; trusty