ପତି ସହଗମନ Pati sahagamana

  • ସଂ. ବି. ( 6 ଷ୍ଠୀ ତତ୍; ପତି+ସହ ଗମନ) — ପତିଙ୍କ ମୃତ୍ୟୁ ପରେ ପତିଙ୍କ ଚିତାନଳରେ ଜୀବିତା ପତ୍ନୀଙ୍କର ଆରୋହଣପୂର୍ବକ ମରଣ — A widow's voluntary sacrifice by ascending the funeral pyre of her dead husband