ପତି ମହାପାତ୍ର Pati mahāpātra
- ଦେ. ବି. (ନାମ) — ଜଗନ୍ନାଥଙ୍କ ସେବକବିଶେଷ; ବିଦ୍ୟା— ପତିଙ୍କର ବଂଶଧର — The descendants of Bidyāpati who had brought the idol of Jagannātha from the village of the Ṡabara in the forest to Puri
- ଦେ. ବି. (ନାମ) — [ଦ୍ର—ଜଗନ୍ନାଥ ମହାପ୍ରଭୁ ଅଣସର ଘରେ ଥିଲାବେଳେ ଏହି ପତି ମହାପାତ୍ରମାନେ ମହାପ୍ରଭୁଙ୍କ ସେବା ଓ ଭୋଗଆଦି କରନ୍ତି। ଏମାନେ ଜଗନ୍ନାଥ ମହାପ୍ରଭୁଙ୍କର ପ୍ରଥମ ସେବକ। ତେଣୁ ଦେବସ୍ନାନ ପୂର୍ଣ୍ଣିମାଠାରୁ ଗୁଣ୍ଡିଚା ଯାତ୍ରାର ଶେଷ ପର୍ଯ୍ୟନ୍ତ ଜଗନ୍ନାଥ ମହାପ୍ରଭୁ ସେମାନଙ୍କର ଖାସ୍ ମାରଫତରେ ରହନ୍ତି ଓ ଜଗନ୍ନାଥ ମହାପ୍ରଭୁଙ୍କର ବାର୍ଷିକ ଆୟରୁ ଏକ ମାସର ଆୟ ଏମାନେ ପାଆନ୍ତି। ଏ ବ୍ୟବସ୍ଥା ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କ ସମୟରେ ଛତିଶା ନିଯୋଗ ସୃଷ୍ଟି କାଳରୁ ରହିଅଛି।]