ପତିଆରା ଜାମିନ୍ Patiāra jāmin

  • ଦେ. ବି. (କଚିରିଆ) — କୌଣସି ବ୍ୟକ୍ତିର କାର୍ଯ୍ୟ ନିମନ୍ତେ ଅନ୍ୟ ବ୍ୟକ୍ତି ଜାମିନ୍ ବା ପ୍ରତିଭୂ ହେବା — 1. Personal security
  • ଦେ. ବି. (କଚିରିଆ) — ଅନ୍ୟର କାର୍ଯ୍ୟ ପାଇଁ ଜାମିନ୍ ହେବା ବ୍ୟକ୍ତି — A person who stands surety for another