ପତି ଧର୍ମ Pati dharma

  • ସଂ. ବି — ( 6 ଷ୍ଠୀ ତତ୍; ପତି+ଧର୍ମ) ପତିର ସ୍ତ୍ରୀ ପ୍ରତି କର୍ତ୍ତବ୍ୟ — (6ଷ୍ଠୀ ତତ୍; ପତି+ଧର୍ମ) ପତିର ସ୍ତ୍ରୀ ପ୍ରତି କର୍ତ୍ତବ୍ୟ—. The duties of a husband towards his wife
  • ସଂ. ବି — (ମ. ପ. ଲୋ) ପତି ପ୍ରତି ପତ୍ନୀର କର୍ତ୍ତବ୍ୟ (ହି. ଶ.) — The duties of a married woman towards her husband