ପଣାୟିତ Paṇāyita
- ସଂ. ବିଣ. (ପଣ୍ ଧାତୁ+ଆୟ+କର୍ମ. ତ) — ସ୍ତୁତ — Prayed
- ସଂ. ବିଣ. (ପଣ୍ ଧାତୁ+ଆୟ+କର୍ମ. ତ) — ପ୍ରଶଂସିତ — Praised
- ସଂ. ବିଣ. (ପଣ୍ ଧାତୁ+ଆୟ+କର୍ମ. ତ) — ବ୍ୟବହୃତ — Used
- ସଂ. ବିଣ. (ପଣ୍ ଧାତୁ+ଆୟ+କର୍ମ. ତ) — ବିକ୍ରୀତ — Sold
- ସଂ. ବିଣ. (ପଣ୍ ଧାତୁ+ଆୟ+କର୍ମ. ତ) — କ୍ରୀତ — Purchased
- ସଂ. ବିଣ. (ପଣ୍ ଧାତୁ+ଆୟ+କର୍ମ. ତ) — ବର୍ଣ୍ଣିତ — Described