ପଣା ସଂକ୍ରାନ୍ତି Paṇā saṁkrānti
- ଦେ. ବି. (ସଂ. ପ୍ରପାନକ+ଓ. ସଂକ୍ରାନ୍ତି) — ମହାବିଷୁବ ସଂକ୍ରାନ୍ତି; ମେଷ ସଂକ୍ରାନ୍ତି; ବୈଶାଖ ମାସର ପ୍ରଥମ ଦିନ — The sun's equinoxial passage in Summer; the first day of the solar month of Baiṡākha
- ଦେ. ବି. (ସଂ. ପ୍ରପାନକ+ଓ. ସଂକ୍ରାନ୍ତି) — [ଦ୍ର—ଏଦିନ ଚଡ଼କ ପୂଜା ହୁଏ ଓ ପାଟୁଆ ନାଚନ୍ତି। ଏଦିନ ପଣା ପ୍ରସ୍ତୁତ କରି ବ୍ରାହ୍ମଣଙ୍କୁ ଛତା ଓ ପଙ୍ଖା ଆଦି ସହିତ ଦାନ କରାଯାଏ। ଦେବତା ଓ ତୁଳସୀ ଗଛ ଉପରେ ଜଳ ପୂର୍ଣ୍ଣ ବସୁନ୍ଦରା ଘଟ ଦିଆଯାଏ। ଗଡ଼ଜାତରେ ଝାମୁନାଟ ଏହି ଦିନଠାରୁ ହୁଏ।]