ପଣାଇ ହେବା Paṇāi hebā

  • ଦେ. କ୍ରି. (ସଂ. ପଣ) — କୌଣସି କାର୍ଯ୍ୟ କରିବାକୁ ପ୍ରତିଜ୍ଞା କରିବା — To resolve to do a thing; to vow to do a thing
  • ଦେ. କ୍ରି. (ସଂ. ପଣ) — ଦୃଢ଼ ପ୍ରତିଜ୍ଞା ସହ କାର୍ଯ୍ୟ କରିବା — To act with a resolve