ପଣି Paṇi

  • ଦେ. ବି. (ସଂ. ପଣ) — ଟଙ୍କାମୁଣ୍ଡେ ଅଣାଏ ବା କାହାଣମୁଣ୍ଡେ ପଣେ ହିସାବରେ ନିର୍ଦ୍ଧାରିତ ରାଜସ୍ୱ ବା କମିଶନ୍ — Rent or commission calculated at the rate of one Paṇa for every Kāhāṇa of one sixteenth
  • ଦେ. ବିଣ — ପଣିଆ (ଦେଖ) — Paṇiā (See)
  • ବୈଦେ. ବି — ପଣ (ଦେଖ) — Paṇa (See)
  • ବିଣ — ଏତେ ପାଉଣ୍ଡ ଓଜନର — Of the weight of so many pounds