ପଣାଙ୍ଗନା Paṇāṇganā
- ସଂ. ବି. ସ୍ତ୍ରୀ. (ମ. ପ. ଲୋ; କର୍ମଧା; ପଣ=ମୂଲ୍ୟ ଦ୍ୱାରା ଗୃହୀତା ଅଙ୍ଗନା) — ବରପକ୍ଷଠାରୁ ମୂଲ୍ୟ ଗ୍ରହଣପୂର୍ବକ ପିତା ଯେଉଁ କନ୍ୟାକୁ ଦେଇଥାନ୍ତି — A bride for whom the father receives price
- ସଂ. ବି. ସ୍ତ୍ରୀ. (ମ. ପ. ଲୋ; କର୍ମଧା; ପଣ=ମୂଲ୍ୟ ଦ୍ୱାରା ଗୃହୀତା ଅଙ୍ଗନା) — ବେଶ୍ୟା — Prostitute