ପଟକିବା Paṭakibā

  • ଦେ. କ୍ରି—(ସଂ. ପତନ) — ଅନ୍ୟକୁ ଭୂମିରେ କଚାଡ଼ିବା — To dash another on the ground; to throw down on the ground with force
  • ଦେ. କ୍ରି—(ସଂ. ପତନ) — (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିକୁ ଫୁସୁଲାଇ ନିଜର ପକ୍ଷକୁ ଟାଣି ଆଣିବା; ପଟକାଇବା — (figurative) To bring a person to one's party by persuation or fraud
  • ଦେ. କ୍ରି—(ସଂ. ପତନ) — (ଲକ୍ଷଣାର୍ଥ) କୌଣସି ଦ୍ରବ୍ୟକୁ କଳ କୌଶଳରେ ବିକ୍ରି ଆଦି ଦ୍ୱାରା ଆପଣା ହସ୍ତରୁ ଛଡ଼ାଇ ଦେବା — (figurative) To get rid of a thing by hook or crook
  • ଦେ. କ୍ରି—(ସଂ. ପତନ) — ଭୂମିରେ (ନିଜର ମୁଣ୍ଡ ଆଦି) ବାଡ଼େଇବା — To strike (one's head) on the ground
  • ଦେ. କ୍ରି—(ସଂ. ପତନ) — କୁସ୍ତୀରେ ପ୍ରତିଦ୍ୱନ୍ଦୀ ମଲ୍ଲକୁ ଭୂମିରୁ ଟେକି ଭୂମିରେ କଚାଡ଼ି ଦେବା — To dash one's adversary wrestler on the ground after making him lose his foothold