ପଟତନ Paṭatana

  • ଦେ. ବି. (ସଂ. ପଟ୍ଟତଳ ବା ପଟ୍ଟାଚ୍ଛାଦନ) — ନୌକାରେ ବା ଗାଡ଼ି ଆଦିରେ ସୁବିଧାରୂପେ ବସିବା ବା ଶୋଇବା ନିମନ୍ତେ ବିଛା ହୋଇଥିବା ପଟା — Planks spread over a boat or in carts and carriages to enable men to sit or lie down at ease
  • ଦେ. ବି. (ସଂ. ପଟ୍ଟତଳ ବା ପଟ୍ଟାଚ୍ଛାଦନ) — ପଟା ବିଛା ହୋଇଥିବା ବଡ଼ ଡଙ୍ଗା — A big country-boat spread over with planks
  • ଦେ. ବି. (ସଂ. ପଟ୍ଟତଳ ବା ପଟ୍ଟାଚ୍ଛାଦନ) — (ଯଥା—ଏ ଡଙ୍ଗାରେ ଘୋଡ଼ା, ଗୋରୁ ଓ ଗାଡ଼ି ଆଦିଙ୍କୁ ପାର କରାଯାଏ ।)
  • ଦେ. ବି. (ସଂ. ପଟ୍ଟତଳ ବା ପଟ୍ଟାଚ୍ଛାଦନ) — ଘର ଆଦିର ତଳିରେ ପଟା ବିଛାଇବା — Planking of a floor