ପଟକା Paṭakā
- ଦେ. ବି. (ସଂ. ପଟ୍ଟ) — କଟି ବସ୍ତ୍ର; କମର ପଟି — A cloth tied at the waist; belt
- ଦେ. ବି. (ସଂ. ପଟ୍ଟ) — କଦଳୀ ଗଛର ଅଂଶମୟ ସୂକ୍ଷ୍ମ ବଳ୍କଳ — The fibre of plantain tree
- ଦେ. ବି. (ସଂ. ପଟ୍ଟ) — ମସ୍ତକରେ ବନ୍ଧା ହେବା ପାଗ — Turban tied round the head
- ଦେ. ବି. (ସଂ. ପଟ୍ଟ) — ବୟସରେ ଅତି ବୃଦ୍ଧତ ଭଗ ଦତ୍ତ ଚକ୍ଷୁତ ହୋଇଥାଏ ଚର୍ମରେ ଆବୃତ। ଏ ସକାଶୁଁ ସେ ଚର୍ମ ଟେକି ନରରାୟେ ବାନ୍ଧିଥାନ୍ତି କପାଳେ ପଟକା ଗୋଟିଏ । କୃଷ୍ଣସିଂହ. ମହାଭାରତ. ଦ୍ରୋଣ ।
- ଦେ. ବି. (ସଂ. ପଟ୍ଟ) — ପଟ୍କା (ଦେଖ) — Paṭ-kā (See)