ପଟଚ୍ଚର Paṭachchara

  • ସଂ. ବି—(ପଟତ୍=ଶବ୍ଦାନୁକରଣ+ଚର୍ ଧାତୁ=ଆଚରଣ କରିବା+କର୍ତ୍ତୃ. ଅ) — ଚୋର — Thief
  • ସଂ. ବି—(ପଟତ୍=ଶବ୍ଦାନୁକରଣ+ଚର୍ ଧାତୁ=ଆଚରଣ କରିବା+କର୍ତ୍ତୃ. ଅ) — ଜୀର୍ଣ୍ଣ ବସ୍ତ୍ର — Rag; worn garment; torn cloth
  • ସଂ. ବି—(ପଟତ୍=ଶବ୍ଦାନୁକରଣ+ଚର୍ ଧାତୁ=ଆଚରଣ କରିବା+କର୍ତ୍ତୃ. ଅ) — ମହାଭାରତ ଓ ପୁରାଣରେ ବର୍ଣ୍ଣିତ ଭାରତର ପ୍ରାଚୀନ ଦେଶ— ବିଶେଷ — Name of a country of ancient India
  • ସଂ. ବି—(ପଟତ୍=ଶବ୍ଦାନୁକରଣ+ଚର୍ ଧାତୁ=ଆଚରଣ କରିବା+କର୍ତ୍ତୃ. ଅ) — [ଦ୍ର—ମହାଭାରତରେ ଏ ଦେଶର ଉଲ୍ଲେଖ ଅଛି । କେହି କେହି ଏହାକୁ ପ୍ରାଚୀନ ଚୋଳ, କେହି କେହି ମଦ୍ର ଦେଶର ଅଂଶ, କେହି କେହି ମତ୍ସ୍ୟ ଦେଶର ଦକ୍ଷିଣରେ ଓ ଚେଦି ଦେଶ ନିକଟରେ ଥିବାର କହନ୍ତି—ହି. ଶ ।]
  • ସଂ. ବି—(ପଟତ୍=ଶବ୍ଦାନୁକରଣ+ଚର୍ ଧାତୁ=ଆଚରଣ କରିବା+କର୍ତ୍ତୃ. ଅ) — ଉକ୍ତ ଦେଶର ଅଧିବାସୀ — Name of the people residing in the above country