ପଟଣା Paṭaṇā

  • ଦେ. ବି (ସଂ. ପତ୍ତନ) — ପାଟଣା; ଗ୍ରାମ — Village
  • ଦେ. ବି (ସଂ. ପତ୍ତନ) — ବଡ଼ ଗ୍ରାମକୁ ଲାଗିଥିବା କ୍ଷୁଦ୍ର ଗ୍ରାମ — A hamlet on the outskirts of a big village
  • ଦେ. ବି (ସଂ. ପତ୍ତନ) — ନଗର — Town
  • ଦେ. ବି (ସଂ. ପତ୍ତନ) — (ଯଥା—ବିଶାଖା ପଟଣା)
  • ଦେ. ବି (ସଂ. ପତ୍ତନ) — ଅନେକ ପାହି ଜମିର ରୟତଙ୍କ ସଂମିଶ୍ରଣରେ ଗଠିତ ଉପନିବେଶ — A colony of non-resident tenants
  • ଦେ. ବି (ସଂ. ପତ୍ତନ) — (ନାମ) (ପ୍ରାଚୀନ ସଂସ୍କୃତ ନାମ ପାଟଳିପୁତ୍ର) ବିହାର ପ୍ରଦେଶାନ୍ତର୍ଗତ ପାଟଣା ବିଭାଗ, ଜିଲ୍ଲା ଓ ବିହାର ପ୍ରଦେଶର ରାଜଧାନୀ — Patna; the name of a town, district and division in the Province of Bihar and Orissa
  • ଦେ. ବି (ସଂ. ପତ୍ତନ) — [ଦ୍ର—ପ୍ରାଚୀନ ନାମ 'ପାଟଳୀ ପୁତ୍ର ପତ୍ତନ' ଶବ୍ଦରୁ 'ପାଟଳୀ ପୁତ୍ର' ଲୋପ ପାଇ କେବଳ 'ପତ୍ତନ' ବା 'ପଟଣା' ବାକି ରହି ଯାଇଅଛି ।]