ପଞ୍ଚବାଣ Pan̄chabāṇa
- ସଂ. ବି — (ବହୁବ୍ରୀହି; ପଞ୍ଚ+ବାଣ)—ମଦନ; କାମ; କନ୍ଦର୍ପ — Cupid; the God of amour
- ସଂ. ବି — (ଦ୍ୱିଗୁ) କନ୍ଦର୍ପଙ୍କର ସମ୍ମୋହନ (ଅରବିନ୍ଦ), ଉନ୍ମାଦନ (ଅଶୋକ), ଶୋଷଣ (ଆମ୍ର), ତାପନ (ନିଆଳି) ଓ ସ୍ତମ୍ଭନ (ନାଲିକଇଁ ବା ନୀଳୋତ୍ପଳ) ନାମକ 5 ଗୋଟି ପୁଷ୍ପଯୁକ୍ତ ବାଣ — The arrow of cupid consisting of 5 flowers with 5 amorous attributes